Claim(permalink)
ଭାରତର ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା ବିଫଳ ହୋଇଥିବା ବେଳେ ଓଡ଼ିଶାର ଏକ ସହର ନିକଟରେ ଏହି କ୍ଷେପଣାସ୍ତ୍ର ଅବତରଣ କରିବା ସହ ୧୪ ଜଣଙ୍କ ମୃତ୍ୟୁ ଏବଂ ୧୦୦ ଜଣ ଆହତ ହୋଇଛନ୍ତି ।